
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2132.0200 | SC018
ଉଦ୍ୟାନ ବିଜ୍ଞାନୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଉଦ୍ୟାନ କୃଷି ପରିଚାଳନାରେ ଦକ୍ଷତା ରଖନ୍ତି । ସେମାନଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ନୂତନ କିସମ ଓ ଅମଳକ୍ଷମ ଫଳ, ପନିପରିବା, ଫୁଲ ଚାଷ ଉପରେ ଗୁରୁତ୍ଵାରୋପ କରିବା ।
କୃଷ୍ଣ ଲାଲ ଚଢ଼ା ଜଣେ ଭାରତୀୟ ଉଦ୍ୟାନ କୃଷି ବୈଜ୍ଞାନିକ, ଲେଖକ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ପୂର୍ବତନ ଜାତୀୟ ପ୍ରଫେସର । ୨୦୧୨ମସିହାରେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ଭାରତୀୟ ବେସାମରିକ ସମ୍ମାନ ପଦ୍ମଶ୍ରୀ ରେ ସମ୍ମାନିତ କରିଥିଲେ ।
ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଏବଂ ଟେକ୍ନୋଲୋଜି ପରୀକ୍ଷା
ଆଇସିଏଆର ଏଆଇଇଇଏ - ଭାରତୀୟ କୃଷି ଗବେଷଣା ପରିଷଦ, ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା
ଉଦ୍ୟାନ ବିଜ୍ଞାନୀ ରେ ଉଦ୍ୟୋଗୀ ହେବ ପାଇଁ ଉଦ୍ୟାନ କୃଷି ପରିଚାଳନାରେ ପରାମର୍ଶ ଦେଇ ପାରିବେ। ନୂତନ କିସମ ଓ ଅମଳକ୍ଷମ ଫଳ, ପନିପରିବା, ଫୁଲ ଚାଷ ଉପରେ ଉପଦେଷ୍ଟା ହୋଇ ପାରିବେ। ସଫଳତା ହାସଲ କରିବା ପାଇଁ ଭିତ୍ତିଭୂମିରେ ପୁଞ୍ଜିନିବେଶ, ସୁସ୍ଥ ମାଟିର ବିକାଶ, ସୁସ୍ଥ ମାଟି ଚାଷ ଏବଂ ବଜାର ସୃଷ୍ଟି କରି ପାରିବେ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ